Thursday, July 26, 2018

How to respond to certain allegations


              ଯେତେବେଳେ କୌଣସି ବ୍ୟକ୍ତି ଆମ ଉପରେ ଭିତ୍ତିହୀନ, ବ୍ୟବହାରିକ, ଉଦ୍ଦେଶ୍ୟପ୍ରଣୋଦିତ କିମ୍ବା ଯୋଜନାବଦ୍ଧ ଅଭିଯୋଗ ଆଣିଥାନ୍ତି ଆମେ ସାଧାରଣତଃ ବ୍ୟସ୍ତ, ବିବ୍ରତ ହୋଇପଡୁ I ଏପରି ପରିସ୍ଥିତିର ସାମ୍ନା କରିବାରେ ମୋର ନିଜସ୍ଵ ଅଭିଜ୍ଞତା ସମସ୍ତଙ୍କ ଆଗରେ ରଖିବାକୁ ଯାଉଛି।
 
ଅନେକ ସମୟରେ ଏହିସବୁ କାଳ୍ପନିକ ତଥା ଅଯୌକ୍ତିକ ଭାବନା ଉପରେ  ଆମର ପ୍ରତିକ୍ରିୟା ସଫଳ ହୋଇ ଥାଏ I ଯାହାଙ୍କ ଉଦ୍ଦେଶ୍ୟରେ ଆମେ ତାହା କରିଥାଉ ସେମାନେ ଆଦୌ କର୍ଣପାତ ହିଁ କରି ଥାନ୍ତି ଏବଂ ତାର କିଛି ସୁଫଳ ମିଳି ଥାଏ I ତାଙ୍କର ଅଭିପ୍ରେରଣା ପ୍ରକୃତରେ ଅବାସ୍ତବ ତଥା ଅପ୍ରାସଙ୍ଗିକ ହୋଇଥାଏ I ସବୁଠୁ ମହତ୍ଵପୁର୍ଣ ହେଲା ଆରୋପର ମୁକାବିଲା ପାଇଁ ଆମର ପ୍ରକୃଷ୍ଟ  ପ୍ରତିକ୍ରିୟା I ଅନିର୍ଦ୍ଦିଷ୍ଟ ରକ୍ଷାତ୍ମକ ଉତ୍ତର ମଧ୍ୟରେ ନିଜେ ଛନ୍ଦି ହୋଇ ମାନସିକ ସନ୍ତୁଳନ ହରାଇଲେ ଏହା ଆରୋପକାରୀଙ୍କ ଅପପ୍ରଚାର ପାଇଁ ଖୋରାକ ସଦୃଶ ହେବ I ସେଥିପାଇଁ ଆରୋପକୁ ପ୍ରତିହତ କରିବାର ସାହସ, ସାମର୍ଥ୍ୟ, ସଂକଳ୍ପ ତଥା ଭାବାବେଗ   ନିହାତି ଆବଶ୍ୟକ ଯାହା ଆମର ଦୈନନ୍ଦିନ କାର୍ଯ୍ୟାବଳୀକୁ ପ୍ରଭାବିତ କରିଥାଏ ତାପରେ